ଏକ ସଂକ୍ଷିପ୍ତ ଜୀବନୀ - "ତିନୋଟି ଦିବ୍ୟ ଜୀବନ ଓ ବାଣୀ" - ସ୍ୱାମୀ ବିବେକାନନ୍ଦ, ଶ୍ରୀ ରାମକୃଷ୍ଣ, ସାରଦା ଦେବୀ ଙ୍କ ଉପରେ ଆଧାରିତ, ରାମକୃଷ୍ଣ ମିଶନ ଦ୍ୱାରା ପ୍ରକାଶିତ | ସର୍ବ ସାଧାରଣଙ୍କ ଉନ୍ନତି ପାଇଁ, ଦୟାକରି ଏହି ପୁସ୍ତକକୁ ଓଡ଼ିଆ ବନ୍ଧୁ ମାନଙ୍କ ମଧ୍ୟରେ ବିତରଣ କରନ୍ତୁ |
Small Life History and Sayings of Holy Trio - "Tinoti Divya Jivan O Bani" - on Swami Vivekananda, Sri Ramakrishna, Sarada Devi in ODIA language, Published by Ramakrishna Mission for E-readers. Please share this among Odia friends for a greater benefit.